ଭୁବନେଶ୍ୱର : ଖୁବଶୀଘ୍ର ଜୟଦେବ ବିହାରରୁ ନନ୍ଦନକାନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ ଆରମ୍ଭ ହେବ । ପ୍ରକଳ୍ପକୁ ଅନୁମତି ମିଳିଥିବା ନେଇ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି । କହିଛନ୍ତି ଖୁବଶୀଘ୍ର ଟେକନିକାଲ କାର୍ଯ୍ୟ ଆରମ୍ଭ ହେବ । ଆଗାମୀ ଦିନରେ ଏହି ରାସ୍ତା ଭୁବନେଶ୍ୱରର ଲାଇଫ ଲାଇନ ହେବ । ୨୦୨ – ୨୮ ସୁଦ୍ଧା ପ୍ରକଳ୍ପରୁ ବଡ ଭାଗ ଶେଷ କରିବା ଲକ୍ଷ୍ୟ ।