30 C
Bhubaneswar
Monday, June 8, 2026
Homeଦେଶ ବିଦେଶ ଜୟପୁରରେ ବନ୍ୟା ବିତ୍ପତ୍ତି

 ଜୟପୁରରେ ବନ୍ୟା ବିତ୍ପତ୍ତି

ଜୟପୁର: ଜୟପୁରରେ ପ୍ରବଳ ବର୍ଷା ।   ଚଳିତ ବର୍ଷ  ଲଗାତାର ପାଞ୍ଚ ଦିନ ଧରି ବର୍ଷା ଲାଗି ରହିଛି ।   ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଲା ହେଲେ ବର୍ଷାରେ ବେହାଲ ଜୟପୁର । ଖାଲ ଜାଗାରେ  ବର୍ଷା ପାଣି ଜମି ରହିବା ଯୋଗୁଁ  ଲୋକମାନେ ବହୁତ ଅସୁବିଧାର ସମ୍‌ୁଖୀନ ହେଉଛନ୍ତି ।    ଏହା ସହିତ ଟ୍ରାଫିସ ସମସ୍ୟା ଉପୁଜିଛି । ପ୍ରବଳ ବର୍ଷା ଫଳରେ ଅନେକ ସ୍ଥାନରେ  ବ୍ରିଜ , ରାସ୍ତା ଭୁଷୁଡି ଯାଇଛି ।  କୌଣସି କାମରେ ଗଲେ ଘଣ୍ଟା ଘଣ୍ଟା ଧରି  ଆଣ୍ଠୁଏ ପାଣିରେ ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡୁଛିା ସୋମବାର ଦିନ ଜଣେ ଯୁବକ ଖସି ପଡ଼ି ଡ୍ରେନରେ ପଡ଼ି ମୃତ୍ୟୁବରଣ କରିଥିଲେ। ଆଜି ମଧ୍ୟ, ମାଲବ୍ୟ ନଗର ସମେତ ଜୟପୁରର ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ସହରକୁ ବୁଡ଼ିବାରୁ ରକ୍ଷା କରିବା ପାଇଁ ଦାୟୀ ନଗର ନିଗମର ଏକ ଗାଡ଼ି ଆପେକ୍ସ ସର୍କଲରେ ପାଣିରେ ଫସି ରହିଥିବା ଦେଖାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking