28.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶସାମ୍ନାକୁ ଆସିଲା ପରିଣିତି ଚୋପ୍ରାଙ୍କ ବିବାହ ଫଟୋ

ସାମ୍ନାକୁ ଆସିଲା ପରିଣିତି ଚୋପ୍ରାଙ୍କ ବିବାହ ଫଟୋ

ନୂଆଦିଲ୍ଲୀ: ଗତକାଲି ରାଜକୀୟ ଢ଼ଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା ଏବଂ ପଲିଟିସିଆନ । ରାଜସ୍ଥାନର ଉଦୟପୁରରେ ଥିବା ଦ ଲିଲା ପ୍ୟାଲେସ୍‌ରେ ପରିଣୀତି ଚୋପ୍ରାଙ୍କ ହାତ ଗଣ୍ଠି ପଡିଥିଲା । ରହାତଗଣ୍ଠି ପଡିବା ପରେ ରାଜନେତା ରାଘବ ଚଢାଙ୍କ ନାମର ସିନ୍ଦୂର ଲଗାଇଲେ ପରିଣୀତି । ରାଗନୀତିଙ୍କ ଏହି ଡ୍ରିମିଂ ୱେଡିଂର ଝଲକ ପାଇବାକୁ ପ୍ରଶଂସକ ବେଶ୍ ବ୍ୟଗ୍ର ଥିବା ବେଳେ ଆଜି ସୋଶାଲ ମିଡିଆରେ ଆସିଛି ଉଭୟ ବିବାହର ପ୍ରଥମ ଫଟୋ ।

ବିବାହ ଫଟୋର କ୍ୟାପସନ୍‌ରେ ଉଭୟ ରାଗନୀତି ଲେଖିଛନ୍ତି, ‘ବ୍ରେକଫାଷ୍ଟ ଟେବୁଲରେ ହୋଇଥିବା ପ୍ରଥମ୍ ବାର୍ତ୍ତାଳାପରୁ ଆମେ ପରସ୍ପରକୁ ହୃଦୟ ଦେଇ ବସିଥିଲୁ। ଏହାପରେ ଏହି ଦିନକୁ ଅପେକ୍ଷା କରିଥିବା ବେଳେ ଦୀର୍ଘ ଦିନ ପରେ ଏହା ବାସ୍ତବ ରୂପ ନେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking