29.1 C
Bhubaneswar
Thursday, April 24, 2025
Homeଓଡିଶାଏମଆରଏଫ ୟୁନିଟରେ ନିଆଁ

ଏମଆରଏଫ ୟୁନିଟରେ ନିଆଁ

ସୁନ୍ଦରଗଡ :ସୁନ୍ଦରଗଡ ଜିଲ୍ଲା  କୁଆଁର ମୁଣ୍ଡା ସ୍ଥିତ  ଏମଆରଏଫ ୟୁନିଟରେ ନିଆଁ ଲାଗିଛି । ସର୍ବେଶ ଫ୍ୟାକ୍ଟ୍ରି ପଛରେ ଥିବା ଏମଆରଏଫ ୟୁନିଟରେ ପରିତ୍ୟକ୍ତ ଗୋଦାମ ଜଳୁଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି  ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking