ଭୁବନେଶ୍ୱର: ଫେବ୍ରୁଆରିରୁ ପରିବହନ ବିଭାଗର କଡା ନିୟମ ଆସୁଛି । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଜଣାପଡିବ । ଗାଡି ମାଲିକଙ୍କ ପାଖକୁ ଇ-ଚାଲାଣ ପଠାଯିବ । ଇ-ଡିଟେକସନ୍ ପ୍ରକ୍ରିୟାରେ ଏହି କାର୍ଯ୍ୟ ହେବ । ଫେବ୍ରୁଆରି ପହିଲାରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ ।