25.1 C
Bhubaneswar
Saturday, February 14, 2026
Homeଓଡିଶାବନ୍ଧାହେଲା ଠକ ମହିଳା ସ୍ୱେଚ୍ଛାସେବୀ

ବନ୍ଧାହେଲା ଠକ ମହିଳା ସ୍ୱେଚ୍ଛାସେବୀ

ଭୁବନେଶ୍ୱର: ବନ୍ଧାହେଲେ ମହିଳା ସ୍ୱେଚ୍ଛାସେବୀ । ଚାକିରି ଦେବାକୁ କହି ଠକେଇ ମାମଲାରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡିଗିରି ଥାନା ପୋଲିସ । ମହିଳା ସ୍ୱେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ୱରୀ ଜେନାଙ୍କୁ ଗିରଫ କରାଯାଉଛି । ଖଣ୍ଡଗିରି ପୋଲିସର ଏକ ଟିମ କେନ୍ଦୁଝରରୁ ଗିରଫ କରିଛି । ଚାକିରି ଦେବାକୁ କହି ଖଣ୍ଡଗିରି ଥାନାରେ ମାମଲା ହୋଇଥିଲା । ଅଭିଯୋଗ ପରେ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ୱରୀ । ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ ନିର୍ଦ୍ଦେଶ ଭାବେ ପୋଲିସ ସୁରେଶ୍ୱରୀକୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking