26.1 C
Bhubaneswar
Thursday, April 2, 2026
Homeଅପରାଧମହିଳାଙ୍କ ତଣ୍ଟି କାଟି ହତ୍ୟା

ମହିଳାଙ୍କ ତଣ୍ଟି କାଟି ହତ୍ୟା

ଆଠଗଡ଼ : ସମ୍ପତ୍ତି ପାଇଁ ମାଲିକଙ୍କୁ ଗଳା କାଟି ହତ୍ୟା। ଆଠଗଡ଼ ତିଗିରିଆ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ପାଞ୍ଚଗାଁରେ ଜଣେ ବିଧବା ମହିଳାଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ। ମହିଳାଙ୍କ ଘରେ କାମ କରୁଥିବା କାର୍ତ୍ତିକ ସେଠୀ ସମ୍ପତ୍ତି ଲୋଭରେ ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। କାର୍ତ୍ତିକ ସେଠୀ ଜଣେ ଭିନ୍ନକ୍ଷମ। ତେଣୁ ମହିଳା ଜଣଙ୍କ ୧୦ ବର୍ଷ ବୟସରୁ ତାଙ୍କ ଘରେ ଆଶ୍ରୟ ଦେଇଥିଲେ। ସମ୍ପତ୍ତି ଲୋଭରେ ମଝିରେ ମଝିରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ବୋଲି ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking