30.1 C
Bhubaneswar
Monday, May 20, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ଯୁବକ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଯୁବକ ମୃତ

ଜଗତସିଂହପୁର:  ଯାତ୍ରା ପାଟି ଟ୍ରକ ଦୃର୍ଘଟଣାରେ ଯୁବକ ମୃତ । ଯୁବକ ଜଣକ ହେଉଛନ୍ତି ବାଲିକୁଦା ଥାନା ସାହାଡ଼ା ଗ୍ରାମର ତ୍ରିନାଥ ଭୋଇ । ଆକାଶ ଗଙ୍ଗା ନାମକ ଏକ ଯାତ୍ରା ପାଟି ଟ୍ରକ ବାଲିକୁଦା ଥାନା ଅଧୀନ ତିତିରା ଗ୍ରାମକୁ ଯାତ୍ରା ଜିନିଷ ନେଇ  ଯାଉଥିବା ସମୟରେ ବାଲିକୁଦା ବାଲିସାହି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ।

ବାଇକ ଚାଳକ ତ୍ରିନାଥ ଗୁରୁତର ହୋଇ ତଳେ ପଡ଼ିଥିବା ବେଳେ ବାଲିକୁଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ନେଇ ଯାଇଥିଲେ । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking