29.1 C
Bhubaneswar
Tuesday, October 22, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ପିପିଲି : ଆଜି ସକାଳୁ ସକାଳୁ ପିପିଲିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଯାଇଛି ୨ ଜଣଙ୍କର ଜୀବନ । ଆଜି ସକାଳୁ ବାଇକ ଆରୋହୀ ପୁରୀରୁ କଣ୍ଟିଲୋ ଯାଉଥୁବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲା । ଦୁର୍ଘଟଣାରେ ବାଇକ ଆରୋହୀ ଜଣକ ବ୍ରିଜ୍ ଖୁଣ୍ଟିରେ ବାଇକକୁ ପିଟି ଦେଇଥିଲେ । ଯାହାଫଳରେ ଏତେ ଭୟଙ୍କର ଦୁର୍ଘଟଣା ଘଟିଗଲା । ଦୁର୍ଘଟଣାରେ ବାଇକ ଆରୋହୀ ପ୍ରାୟ ୨୦ ମିଟରକୁ ଛିଟିକି ପଡ଼ିଯାଇଥିଲେ । ଯାହାଫଳରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ସ୍ଥାନୀୟ ଲୋକ , ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଥିଲେ । ଘନ କୁହୁଡି ପାଇଁ ଦୁର୍ଘଟଣା ଘଟିଥାଇ ପାରେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking