19.1 C
Bhubaneswar
Sunday, December 14, 2025
Homeଓଡିଶାଧାନ ଜମିରେ ଜଳିଗଲେ ଚାଷୀ

ଧାନ ଜମିରେ ଜଳିଗଲେ ଚାଷୀ

ପିପିଲି: ସୁନାମୁହିଁ ଗାଁରେ ଅଭାବନୀୟ ଘଟଣା । ଧାନ ଜମିରେ ଜଳିଗଲେ ଚାଷୀ । ଜମିରୁ ଚାଷୀଙ୍କ ପୋଡି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଜମିରୁ ଧାନ ଅମଳ ପରେ କୁଟା ଜାଳିବା ବେଳେ ଏହି ଅଘଟଣ ଘଟିଛି । କୁଟା ଜାଳିବା ବେଳେ ଚାଷୀଙ୍କୁ ଘେରି ଯାଇଥିଲା ନିଆଁ । ଫଳରେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଚାଷୀ । ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ସେନେଇ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking