29.1 C
Bhubaneswar
Sunday, May 12, 2024
Homeବିଜିନେସ୍ଖସିଲା ପାଇକାରୀ ମୁଦ୍ରାସ୍ଫୀତି

ଖସିଲା ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଚଳିତବର୍ଷ ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୧୦.୭ ପ୍ରତିଶତକୁ ହ୍ରାସ ପାଇଛି । ବିଗତ ୧୮ ମାସ ମଧ୍ୟରେ ଏହା ସବୁଠାରୁ ନିମ୍ନକୁ ଆସିଥିଲେ ସୁଦ୍ଧା ଖୁଚୁରା ମାର୍କେଟରେ ଗ୍ରାହକଙ୍କୁ କୌଣସି ରିହାତି ମିଳୁନଥିବା ଜଣାପଡିଛି ।

ଖଣିଜ ତେଲ, ଖାଦ୍ୟପଦାର୍ଥ, ଅଣବିଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍‌, ରାସାୟନିକ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁଁ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଥିବା କୁହାଯାଇଛି । ଅପରପକ୍ଷରେ ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୧ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଅସଲ ମୁଦ୍ରାସ୍ଫୀତି ୭ ପ୍ରତିଶତରେ ସୀମିତ ରହିଥିବା ଜଣାପଡିଛି ।

ବିଶ୍ୱ କ୍ଷୁଧା ସୂଚକାଙ୍କ: ଭାରତ ୧୦୭ ସ୍ଥାନକୁ ଖସିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking