35.2 C
Bhubaneswar
Wednesday, April 8, 2026
Homeଦେଶ ବିଦେଶବାଣ କାରଖାନାରେ ବିସ୍ଫୋରଣ: ୫ ମୃତ

ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ

ନୂଆଦିଲ୍ଲୀ: ତାମିଲନାଡୁର ଶିବକାଶୀରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଗୁରୁତର ଆହତ ଅଥନ୍ତି । ଘଟଣାସ୍ଥଳରେ ଉଦ୍ଧାର କାଯ୍ୟ ଦଳ ପହଞ୍ଚି ଉଦ୍ଧାର କାଯ୍ୟ ଜାରି ରଖିଛନ୍ତି । ସୋମବାର ପୂର୍ବରୁ ତେଲେଙ୍ଗାନାର ପଶାମିଲାରାମରେ ଥିବା ସିଗାଚି ରାସାୟନିକ ଶିଳ୍ପରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୩୫ ଜଣଙ୍କ ଜୀବନ ଯାଇଥିଲା ଏବଂ ଅନେକ ଆହତ ହୋଇଥିଲେ। ପଶାମିଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜର ଫାର୍ମା ପ୍ଲାଣ୍ଟରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ଏକ ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking