33.1 C
Bhubaneswar
Tuesday, September 15, 2026
Homeଓଡିଶାସନ୍ଧ୍ୟା ହେଲେ ଗାଁରେ ବୁଲୁଛି ହାତୀ: ଲୋକଙ୍କ ମନରେ ଆତଙ୍କ

ସନ୍ଧ୍ୟା ହେଲେ ଗାଁରେ ବୁଲୁଛି ହାତୀ: ଲୋକଙ୍କ ମନରେ ଆତଙ୍କ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ରଙ୍ଗିଆମ ଗାଁରୁ ନଳଗଜା ଗାଁ ଦେଇ ବୁଲୁଛି ହାତୀ । ସନ୍ଧ୍ୟାରେ ହାତୀ ଗାଁ ଭିତରେ ପଶିଥିବାରୁ ଲୋକଙ୍କ ମନରେ ଖେଲିଯାଇଛି ଆତଙ୍କ । ଦନ୍ତା ହାତୀଟି ଗତ କିଛି ଦିନ ହେଲାଣି ଠିକ ସନ୍ଧ୍ୟା ହେଲେ ରାସଗୋବିନ୍ଦପୁର, ମୋରଡା ଆଦି ବ୍ଲକ ର ବିଭିନ୍ନ ଗାଁରେ ଘୂରି ବୁଲୁଛି । ହାତୀ ଜଙ୍ଗଲ ଆଡକୁ ନ ଯାଇ ଗାଁରେ ବୁଲୁଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଛି ଗଜସାଥି ଉପରେ ନଜର ରଖିଥିବା ବେଳେ ଲୋକଙ୍କୁ ହାତୀ ଆସିଥିବା ସଚେତନ କରାଇବା ଦେଖିବାକୁ ମିଳିଛି । ଲୁହାପଡା ମେନକଷା ଜଙ୍ଗଲରେ ୧୯ ଟିକିଆ ହାତୀପଲ ରହିଥିବାରୁ ନିକଟବର୍ତ୍ତୀ ଗାଁର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking