27.1 C
Bhubaneswar
Friday, September 20, 2024
Homeଓଡିଶାବିଦ୍ୟୁତ୍ ଆଘାତରେ ଚାଲିଗଲା ୨ ଯୁବକଙ୍କ ଜୀବନ

ବିଦ୍ୟୁତ୍ ଆଘାତରେ ଚାଲିଗଲା ୨ ଯୁବକଙ୍କ ଜୀବନ

ଭୁବନେଶ୍ୱର : ବିଦ୍ୟୁତ୍ ଆଘାତରେ ଦୁର୍ଭାଗ୍ୟଜନକ ଭାବେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ସହିଦନଗର ଥାନା ଭିଏସଏସ ନଗର ସ୍ଥିତ ଏକ ମିଠା ଦୋକାନରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମୃତକମାନେ ହେଲେ ଗଞ୍ଜାମର ଶିବରାମ ଗଉଡ ଏବଂ ଲକ୍ଷ୍ମଣ ବରତିଆ । ଶିବରାମଙ୍କ ବୟସ ୨୧ ଓ ଲକ୍ଷ୍ମଣଙ୍କୁ ୨୦ ବର୍ଷ ବୟସ । ତେବେ କିଭଳି ଭାବେ ଏହି ଘଟଣା ଘଟିଲା ପୋଲିସ୍ ତାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking