27.1 C
Bhubaneswar
Monday, September 30, 2024
Homeଓଡିଶାଯାଜପୁରଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲାର ର ଜେନାପୁର ଥାନ ଅନ୍ତର୍ଗତ ରାଇଚନ୍ଦା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସା ପାଇଁ ଦାନଗଦି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁରୁତର ଜଣଙ୍କ ବୃଦ୍ଧ ବ୍ୟକ୍ତି ହେଲେ ଜେନାପୁର ଥାନା ରାଇଛନ୍ଦା ତୋଟାସାହି ଗ୍ରାମର ବଟକୃଷ୍ଣ ସାହୁ (୭୦) । ଶୌଚ ପାଇଁ ଯାଇଥିବାବେଳେ ବଳରାମପୁର ଜୁନିଅର କଲେଜ ଆଗରେ ରାତି ୪ ଟା ରେ ଭାଲୁ ଆକ୍ରମଣ କରିଥିଲା । ଆମ୍ବୁଲାନ୍ସ ରେ ତାଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲ ପଠାଯାଇଛି । ବୃଦ୍ଧ ଙ୍କ ଅବସ୍ଥା ସଂଗୀନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking