ଭୁବନେଶ୍ବର : ରାଜ୍ୟରେ ସହଭାଗିତାରେ ଇଡି ରେଡ୍ ଚାଲିଛି କହିଲେ ଶରତ ପଟ୍ଟନାୟକ । ବିଜେଡିର ଅସନ୍ତୁଷ୍ଟଙ୍କୁ ଭୟଭୀତ କରିବାକୁ ଇଡିର ଚଢାଉ । ବିଜେଡି ଟିକେଟ ନପାଇ କେହି ଦଳ ନଛାଡି ଯାନ୍ତୁ ଏହି ପ୍ଲାନ ହୋଇଛି । ବିଜେପି ଓ ବିଜେଡି ସମ୍ପର୍କ ନେଇ ୧୭ରେ ପ୍ରତିବାଦ କରିବ କଂଗ୍ରେସ । ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରିବ କଂଗ୍ରେସ । ଓଡିଶା ବାସୀଙ୍କ ସହ ବିଶ୍ୱାସଘାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଣଓଡିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ସମର୍ଥନ କରି ବିଶ୍ୱାସଘାତ କରିଛନ୍ତି ।