27.1 C
Bhubaneswar
Monday, January 12, 2026
Homeଓଡିଶାଛତିଶଗଡ଼ର ଜଶପୁର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ

ଛତିଶଗଡ଼ର ଜଶପୁର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଗୁରୁବାର ଛତିଶଗଡ଼ର ଜଶପୁର ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୭:୩୧ ସମୟରେ ଏହି ଭୂମିକମ୍ପ ହୋଇଥିଲା। ହେଲେ ଲୋକମାନେ ସତର୍କତା ସ୍ୱରୂପ ଘରୁ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପ ଯୋଗୁଁ ପ୍ରାୟ ଚାରିରୁ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ କବାଟ ଏବଂ ଝରକା ଦୋହଲିଥିଲା। ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇନାହିଁ। ପ୍ରଶାସନ ପକ୍ଷରୁ ବର୍ତ୍ତମାନ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ସତର୍କତା ସ୍ୱରୂପ ଘରୁ ବାହାରକୁ ବାହାରି ଆସିଥିଲେ। ପ୍ରଶାସନ ପକ୍ଷରୁ ବର୍ତ୍ତମାନ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ସ୍ଥାନୀୟ ଲୋକମାନେ ସତର୍କ ଅଛନ୍ତି ଏବଂ ସତର୍କତା ଅବଲମ୍ବନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking