34.1 C
Bhubaneswar
Friday, May 15, 2026
Homeଓଡିଶାଅଭିଯୋଗ  ପ୍ରକୋଷ୍ଠରୁ  ସିଧା ମେଡିକାଲ

ଅଭିଯୋଗ  ପ୍ରକୋଷ୍ଠରୁ  ସିଧା ମେଡିକାଲ

ଭୁବନେଶ୍ବର: ଅଭିଯୋଗ ପ୍ରକୋଷ୍ଠରେ  ସ୍ୱାସ୍ଥ୍ୟାବସ୍ଥା ବୁଝି ମେଡିକାଲ ପଠାଇଲେ । ଚାଲିପାରୁନଥିବା ବେଳେ ୧୨ ବର୍ଷୀୟ ବାଳକକୁ ମେଡିକାଲ ପଠାଇଲେ ।  ନାବାଳକକୁ  ଆମ୍ବୁଲାନ୍ସ  ଯୋଗେ  କ୍ୟାପିଟାଲ  ହସ୍ପିଟାଲରେ  ଭର୍ତ୍ତି ହୋଇଛନ୍ତି । ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକେଷ୍ଠରେ ଲୋକେ ପହଞ୍ଚିଲେଣି। ସେମାନେ ନିଜ ନିଜ ଅଭିଯୋଗର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ପହଞ୍ଚିଛନ୍ତି। ହଜାର ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିବା ଜଣାଯାଇଛି। ଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି। ସମାଧାନ ପାଇଁ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking