19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଧନଖଡଙ୍କ ଇସ୍ତଫା: ମୋଦୀଙ୍କ ପୋଷ୍ଟ

ଧନଖଡଙ୍କ ଇସ୍ତଫା: ମୋଦୀଙ୍କ ପୋଷ୍ଟ

ନୂଆଦିଲ୍ଲୀ: ଜଗଦୀପ ଧନଖଡଙ୍କ ଇସ୍ତଫା ନେଇ ମୋଦୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି । ବହୂ ଭୂମିକାରେ ଦେଶର ସେବା କରିଛନ୍ତି । ଆସନ୍ତାକାଲି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି ଧନଖଡ଼ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖଡ଼ ଇସ୍ତଫା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking