28.1 C
Bhubaneswar
Friday, September 20, 2024
Homeଓଡିଶାଡିଜିପିଙ୍କ ରଥଯାତ୍ରା ସମୀକ୍ଷା

ଡିଜିପିଙ୍କ ରଥଯାତ୍ରା ସମୀକ୍ଷା

ଭୁବନେଶ୍ୱର : ରଥ ଯାତ୍ରା ପ୍ରସ୍ତୁତି ନେଇ ଡିଜିପି ସୁନୀଲ ବଂଶଲ ଙ୍କ ସମୀକ୍ଷା ବୈଠକ । ନବଯୈାବନ ଦର୍ଶନ , ରଥଯାତ୍ରା, ବାହୁଡା, ସୁନାବେଶ , ପାଇଁ କଡା ସୁରକ୍ଷା ନିର୍ଦ୍ଦେଶ । ଅତିରିକ୍ତ ସୁରକ୍ଷା ପାଇଁ ସମୟ ପୂର୍ବରୁ ଆରଏଏଫ ଓ ସିଆରପିଏଫ କୁ ଚିଠି କରାଯିବ । ବୋମା ନିଷ୍କ୍ରିୟ କାରୀ ସ୍କ୍ୱାଡ ମଧ୍ୟ ମୁତୟନ ପାଇଁ ବୈଠକରେ ନିଷ୍ପତ୍ତି । ସିସିଟିଭି ଲଗାଯିବ, ସମୁଦ୍ର ବେଳାଭୂମିରେ ପାଟ୍ରୋଲିଂ ହେବ । ଅସ୍ଥାୟୀ ପୋଲିସ ଆଉଟ ପୋଷ୍ଟ ସହ ଟ୍ରାଫିକ ବ୍ୟବସ୍ଥା ସୁଦୃଢ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking