ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସମ୍ପତ୍ତି ମାନ୍ୟତା ଦାବି । ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ଅମିତ ଶାହାଙ୍କୁ ଭେଟି ଦନ୍ଧମାର୍ଦ୍ଦନ ପରିଦର୍ଶନର ନିମନ୍ତ୍ରଣ ଦେଲେ । ତତ୍କାଳୀନ ସରକାର ଏହାକୁ ୪୭ ବର୍ଷ ପାଇଁ ଲିଜରେ ଦେଇଥିଲେ । ବାଲକୋ କମ୍ପାନୀକୁ ଲିଜରେ ଦେଇଥିଲେ ।