19.1 C
Bhubaneswar
Sunday, December 29, 2024
Homeବ୍ରେକୀଙ୍ଗଦିଲ୍ଲୀ ମୁଖ୍ୟମନ୍ତ୍ରା ଅରବିନ୍ଦ କେଜିରୱାଲ ନେଲେ କୋରନା ଟୀକା

ଦିଲ୍ଲୀ ମୁଖ୍ୟମନ୍ତ୍ରା ଅରବିନ୍ଦ କେଜିରୱାଲ ନେଲେ କୋରନା ଟୀକା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିରୱାଲ ଆଜି କୋରାନା ଟୀକା ନେଇଛନ୍ତି । ଗୁରୁବାର ସକାଳୁସେ ହସ୍ପିଟାଲରେ ପହଞ୍ଚି ଟୀକା ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ପିତା , ମାତା ମଧ୍ୟ ଭ୍ୟାକସିନ ନେଇଛନ୍ତି । । ତାଙ୍କ ପରିବାରକୁ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭାସିଲ୍ଡ ଟୀକା ଦିଆଯାଇଛି । ତାଙ୍କ ମାତା ପିତାଙ୍କ ଆୟୁ ୬୦ ବର୍ଷରୁ ଅଧିକ ହୋଇଥିବାରୁ ଓ ଅରବିନ୍ଦ କ୍ରେଜିରୱାଲଙ୍କୁ କେମବିର୍ଡ ଥିବାରୁ ତାଙ୍କ ବୟସ ୬୦ ବର୍ଷରୁ କମ ଥିଲେ ସୁଦ୍ଧା ତାଙ୍କୁ ଟୀକା ଦିଆଯାଇଛି ।

ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଥିବାରୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୀକା ନେଇଥିଲେ । ଏହାପରେ ବୁଧବାର ଦିିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୀକା ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking