ପୁରୀ: ହାଇକୋର୍ଟରେ ଜବାବ ଦାଖଲ କରିବାକୁ ଥିବାରୁ ଅକଳରେ ବିଭାଗ । ହଜିଯାଇଥିବା ଫାଇଲ ପାଉନଥିବାରୁ ଅକଳରେ ପଡିଲା ବିଭାଗ । ଆଇନ ବିଭାଗକୁ ସବୁ ସେକ୍ସନକୁ ବିଭାଗୀୟ ଅନୁ ସଚିବଙ୍କ ଚିଠି । ହଜି ଯାଇଥିବା ଫାଇଲକୁ ଷକାଜିବାକୁ ଚିଠି କଲେ ଅନୁ ସଚିବ । ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି ଦେଇଛନ୍ତି । ଯଦି ଫାଇଲ ନମିଳେ ,ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଧେଶ ଦେଲେ ।