17.1 C
Bhubaneswar
Wednesday, February 4, 2026
Homeଓଡିଶାହାଜତ ମୃତ୍ୟୁ: କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ହାଜତ ମୃତ୍ୟୁ: କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଗଞ୍ଜାମ: ଜଗନ୍ନାଥପ୍ରସାଦ ହାଜତ ମୃତ୍ୟୁ ମାମଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶା ମାନବାଧିକାର କମିସନରଙ୍କ ନିର୍ଦ୍ଦେଶ । ୮ ଲକ୍ଷ ଟଙ୍କା କ୍ଷତିପୂରଣ  ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ।  ରାଜ୍ୟ ସରକାର ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇସାରିଛନ୍ତି । ଅବଶିଷ୍ଟ ୫.୨୫ ଲକ୍ଷ ଦେବାକୁ ଗୃହ ସଚିବଙ୍କୁ ଆଦେଶ ଦିଆଯାଇଛି । କ୍ଷତିପୂରଣ ୨ ମାସ ମଧ୍ୟରେ ଦେବାକୁ ଗୃହ  ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking