ରାୟଗଡା: ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୁନିଗୁଡା ଥାନା କାଣିଯୋଡି ଗାଁ ଆମ୍ବ ତୋଟାରୁ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ମୃତକ ଚାନ୍ଦିଲି ଥାନା ଥେରୁବାଲି ଗାଁର ବୋଲି ସୂଚନା ମିଳିଛି । ଘଟଣାପରେ ଗାଁରେ ଲୋକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।