27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକୁଶୀନଗରରେ ସିଲିଣ୍ଡର ବ୍ଲାଷ୍ଟ୍‌; ପୋଡ଼ିହୋଇ ୩ ମୃତ, ୬ ଘର ଭସ୍ମ

କୁଶୀନଗରରେ ସିଲିଣ୍ଡର ବ୍ଲାଷ୍ଟ୍‌; ପୋଡ଼ିହୋଇ ୩ ମୃତ, ୬ ଘର ଭସ୍ମ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର କୁଶୀନଗରରେ ମଙ୍ଗଳବାର ଅପରାହ୍ଣରେ ଗ୍ୟାସ୍ ସିଲିଣ୍ଡର ବ୍ଲାଷ୍ଟ ହୋଇ ନିଆଁ ଲାଗିଯାଇଛି । ନିଆଁ କବଳରେ ଆସିବା ଫଳରେ ଜଣେ ଶିଶୁ ସମେତ ୩ଜଣ ଜିଅନ୍ତା ପୋଡ଼ିହୋଇ ମୃତ୍ୟୁ ଘଟିଥିବା ବେଳେ ୬ଟି ଘର ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି । ନିଆଁ ଲିଭାଇବାକୁ ଗ୍ରାମବାସୀ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଫାୟାର୍ ବ୍ରିବେଡ୍ ଟିମ୍ ନିଆଁକୁ କାବୁ କରିଥିଲା । ତେବେ ସେତେବେଳକୁ ୬ଟି ଘରକୁ ନିଆଁ କାବୁ କରିନେଇଥିଲା ।

ଖସୁନି ପାରଦ, ସିଝୁଛି ଜନଜୀବନ: ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ବିଦ୍ୟୁତକାଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking