21.1 C
Bhubaneswar
Monday, January 12, 2026
Homeଓଡିଶାବିଏମ୍‌ସି ପାଣି ଟାଙ୍କି ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀ ମୃତ

ବିଏମ୍‌ସି ପାଣି ଟାଙ୍କି ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ପୁଣି ଅଘଟଣ । ବିଏମସି ଗାଡି ଧକ୍କାରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାଇ , ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଲା ବିଏମ୍‌ସି ପାଣି ଟାଙ୍କି ଗାଡ଼ି । ଭୁବନେଶ୍ବର ପଳାସପଲ୍ଲୀ ନିକଟରେ ଦୁର୍ଘଟଣା ଘଟିଛି । ବିଏମ୍‌ସି ପାଣି ଟାଙ୍କି ଗାଡ଼ିକୁ ଜବତ କଲା ପୋଲିସ । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ନେଇଛି ପୋଲିସ । ମୃତ ବ୍ୟକ୍ତି ଜଣଙ୍କ କାର୍ଗିଲ ବସ୍ତି ଅଞ୍ଚଳର ଜଣେ ଶୁଖୁଆ ବେପାରୀ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking