29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍‍

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍‍

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପୁଣି ଥରେ ପହଂଚିଛି କ୍ରାଇମବ୍ରାଞ୍ଚ ଟିମ୍‍ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ନୋଟିସ ନେଇ ପହଂଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‍ । ହେଲେ ଅରବିନ୍ଦ କେଜ୍ରିୱାଲ ସେଠାରେ ନଥିବାରୁ ଫେରି ଆସିଥିଲା ଟିମ୍‍ । ଏହାପରେ ଶନିବାର ପୁଣି ଥରେ କ୍ରାଇମବ୍ରାଞ୍ଚ କେଜ୍ରିୱାଲଙ୍କ ଘରକୁ ଯାଇଛି । ଦିଲ୍ଲୀ ପୁଲିସ ପକ୍ଷରୁ କାର୍ୟ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିଏମ କାର୍ୟ୍ୟାଳୟ ଏହି ନୋଟିସ ନେବାକୁ ରାଜି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆପ ବିଧାୟକଙ୍କୁ ବିଜେପି ୨୫କୋଟି ଲେଖାଏଁ ଦେଇ କିଣିବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ । ଗତ କିଛି ଦିନ ତଳେ ଅରବିନ୍ଦ କେଜ୍ରିୱାଲ ଏହି ଅଭିଯୋଗ କରିଥିଲେ ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking