ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬,୩୪୨ ବୃଦ୍ଧି ପାଇଛି । ୩୬,୯୧୬ ଜଣ ଚିକିତ୍ସାଧୀନ ଅଛନ୍ତି । ଏଥିରେ ସୁସ୍ଥ ହୋଇଛନ୍ତି ୧୫,୫୩୯ଜଣ । ଏମାନଙ୍କ ମଧ୍ୟରୁ ମୃତ୍ୟୁ ବରଣ କରିଛନ୍ତି ୧୮୮୬ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୧୭,୯୭୪ ଆକ୍ରାନ୍ତ, ୬୯୪ ମୃତ ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ(୩୮), ଆସାମ୍ରେ(୧), ବିହାରରେ(୫), ଚଣ୍ଡିଗଡ଼ରେ(୧), ଦିଲ୍ଲୀରେ(୬୬), ଗୁଜୁରାଟ୍ରେ(୪୨୫), ହରିୟାଣାରେ(୭), ହିମାଚଳପ୍ରଦେଶରେ(୨), ଜମ୍ମୁ-କଶ୍ମୀରରେ(୯) ଝାଡଖଣ୍ଡ(୩), କର୍ଣ୍ଣାଟକରେ(୩୦), କେରଳରେ(୪) ମଧ୍ୟପ୍ରଦେଶରେ(୧୯୩), ମହାରାଷ୍ଟ୍ରରେ( ୬୯୪) ମେଘାଳୟରେ(୧) ଓଡ଼ିଶାରେ(୨) ପଞ୍ଜାବରେ(୨୮) ରାଜସ୍ଥାନରେ(୯୭) ତାମିଲନାଡୁରେ(୩୭) ତେଲେଙ୍ଗାନୋରେ(୨୯) ଉତ୍ତରାଖଣ୍ଡରେ(୧) ଉତ୍ତରପ୍ରଦେଶରେ(୬୨) ଏବଂ ପଶ୍ଚିମବଙ୍ଗରେ(୧୫୧) ଜଣ ।