ଭୁବନେଶ୍ୱର: କାଲିଠାରୁ ସମ୍ବଲପୁରରେ ହେବ କରୋନା ପୁଲ ଟେଷ୍ଟ । ଭୀମସାରରେ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ପ୍ରଦାନ କରିଛନ୍ତି । ଆସନ୍ତାକାଲିଠାରୁ ଭୀମସାରରେ ପୁଲ ଟେଷ୍ଟ ବ୍ୟବସ୍ଥା ଆରମ୍ଭ ହେବ । ପ୍ରତି ସିଫ୍ଟରେ ୪୫ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇପାରିବ । ୨ଟି ସିଫ୍ଟରେ ୯୦ ଜଣଙ୍କର ଟେଷ୍ଟ କରାଯାଇପାରିବ ବୋଲି ସେ କହିଛନ୍ତି । ଏଥିପାଇଁ ଏନଆଇଟିକୁ ଆଉ ୨ଟି ମେସିନ ମଗାଯାଇଛି, ଆସିଲେ ଆହୁରି ଅଧିକ ଟେଷ୍ଟ ହେବ ବୋଲି ସେ କହିଛନ୍ତି ।
https://onakhabar.com/2020/04/18/10th-study-will-be-telecast-in-doordarshan/