26.1 C
Bhubaneswar
Sunday, May 10, 2026
Homeଓଡିଶା‘ସ୍ୱଚ୍ଛ ଭାରତ ଅଭିଯାନ’ରେ ସିଏମ ସାମିଲ

‘ସ୍ୱଚ୍ଛ ଭାରତ ଅଭିଯାନ’ରେ ସିଏମ ସାମିଲ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହେଉଛି। ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଆୟୋଜିତ ସ୍ବଚ୍ଛତା ଭାରତ ଅଭିଯାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ ଓ ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ସିଂ ତୋମାର୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏଥିରେ ବିଧାୟକ ବାବୁ ସିଂହ, ଜଗନ୍ନାଥ ପ୍ରଧାନଙ୍କ କେତେକ ଅନ୍ୟ ବିଜେପି ନେତା ବି ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking