28.1 C
Bhubaneswar
Sunday, June 16, 2024
Homeଅପରାଧମଣିପୁରରେ ପୁଣି ସଂଘର୍ଷ: ସୁରକ୍ଷାକର୍ମୀଙ୍କ ଗୁଳିମାଡ଼

ମଣିପୁରରେ ପୁଣି ସଂଘର୍ଷ: ସୁରକ୍ଷାକର୍ମୀଙ୍କ ଗୁଳିମାଡ଼

ମଣିପୁର : ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି। ମେ’ ୩ ତାରିଖରୁ ମଣିପୁର ଜଳୁଥିବା ବେଳେ ଆଜି ଏହାକୁ ୩ ମାସ ପୂରିଛି। ଏହି ସଂଘର୍ଷରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ଲକ୍ଷାଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ସୁରକ୍ଷାକର୍ମୀ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଆଜି ବିଷ୍ଣୁପୁରରେ ପୁଣି ହିଂସା ଦେଖିବାକୁ ମିଳିଛି।

ଏଠାରେ ମୈତୈ ସଂପ୍ରଦାୟାର ଲୋକ ମିଳିତ ଭାବେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସେମାନେ କିଛି ଦୋକାନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking