30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗଫିକା ପଡିଲା ଯୀଶୁଙ୍କ ଜନ୍ମ ଦିବସ

ଫିକା ପଡିଲା ଯୀଶୁଙ୍କ ଜନ୍ମ ଦିବସ

ନୟାଗଡ : ନୟାଗଡ ଜିଲ୍ଲା ସହରର ବେବର୍ତ୍ତା ପଲ୍ଲୀ ରେ ଅବସ୍ଥିତ ହୋଲି ଫାମିଲି ଇଂରାଜୀ ମାଧ୍ୟମ ସ୍କୁଲ ଠାରେ ଥିବା ଦେବାଳୟ ଆନୁକୂଲ୍ୟରେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଉତ୍ସବ ଫିକା ରେ ପାଳିତ ।  ଗତ ବର୍ଷ ଖୁସି ର ମାହୋଲ ଥିଲା ବେଳେ ଏ ବର୍ଷ ଫିକା ପକାଇଛି କରୋନା । କୋଭିଡ କଟକଣା କୁ ମାନି ଜନ୍ମ ଉତ୍ସବ ପାଳିତ ହେଉଥିଲା ବେଳେ ଏଇ ବର୍ଷ କିନ୍ତୁ ଫିକା ପଡିଛି ପ୍ରଭୁ ଯୀଶୁ ଙ୍କ ଜନ୍ମ ଉତ୍ସବ । ଏ ଜନ୍ମ ଉତ୍ସବ ରେ ଫାଦର ପବିତ୍ର ବଡ଼ସେଟ ଯୋଗ ଦାନ ଦେଇ ଯୀଶୁ ଙ୍କ ଜନ୍ମ ର ସ୍ମୁତି ଚାରଣ କରିବା ସହିତ ପରିତ୍ରାଣ ଯୀଶୁ ଙ୍କ ଜନ୍ମ ଉତ୍ସବ ଖୁସି ଆନନ୍ଦ ର ସହ ଗାନ କରୁ ଯେ ଉର୍ଦ୍ଧ ରେ ହେଉ ଜୟ, ଓ ମର୍ତ୍ୟ ରେ ହେଉ ତାହାଙ୍କ ଶାନ୍ତି, ତାହାଙ୍କ ଶାନ୍ତି ପ୍ରେମ ଓ କ୍ଷମା ପ୍ରତ୍ୟେକ ଜୀବନରେ ଲାଭ କରନ୍ତୁ । ତାହାହିଁ ଆମର ପ୍ରଭୁଙ୍କ ଠାରେ ପ୍ରାଥନା କହି ବକ୍ତବ୍ୟ ରଖି ଥିଲେ । ଏ ଜନ୍ମ ଉତ୍ସବ ରେ ସମସ୍ତ ସିଷ୍ଟର ସାହାଯ୍ୟ ସହଯୋଗ କରିଥିଲେ । ଆଜି ଖ୍ରୀଷ୍ଟମାସ କରୋନା ପାଇଁ ଏହି ପର୍ବ ଫିକା ପଡ଼ିଥିଲେ ବି ଅଳ୍ପ କିଛି ସ୍ଥାନ ରେ କଟକଣା ଭିତରେ ଖ୍ରୀଷ୍ଟ ମାସ ପାଳିତ ହେଉଛି ।  ମଧ୍ୟ ରାତ୍ରିରେ ହେଲାନି ଉତ୍ସବ ଶାନ୍ତି ଐକ୍ୟ ଓ ପ୍ରେମ ର ବାର୍ତ୍ତା ନେଇ ଭଗବାନ ଯୀଶୁ ଧାରବତରଣ କରିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking