25.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶପାକିସ୍ତାନକୁ ବଳ ଯୋଗାଉଛି ଚୀନ

ପାକିସ୍ତାନକୁ ବଳ ଯୋଗାଉଛି ଚୀନ

ନୂଆଦିଲ୍ଲୀ : ଭାରତ ବିରୋଧରେ  ଷଡଯନ୍ତ୍ର  କରୁଥିବା ସମୟରେ  ପଦାରେ ପଡିରହିଛି ପାକିସ୍ତାନ ଓ ଚୀନ । ଏନେି ସୂଚନା ଦେଇଛନ୍ତି ଭାରତୀୟ ନୌସେନା  ମୁଖ୍ୟ  ଆଡମିରାଲ ଦିନେଶ ତ୍ରିପାଠୀ । ପାକିସ୍ତାନ ନିଜର ନୌସେନା ଶକ୍ତି ବଢାଇବା ସହ ଚୀନ  ଏଥିପାଇଁ ସାହାୟ୍ୟ କରୁଛି ।  ୫୦ଟି ଯୁଦ୍ଧ  ଜାହାଜ , ବୁଡା ଜାହାଜ ଯୋଗାଇବା ପାଇଁ  ଏବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜଳପଥରେ ପାକିସ୍ତାନର ବଳ ବଢାଉଛି ଚୀନ ।  ଅତ୍ୟାଧୁନିକ ବୁଡା ଜାହାଜ ସପ୍ଲାଏ କରୁଛି ଚୀନ । ପରମାଣୁ ସମ୍ପର୍ଣ  ବୁଡାଜାହାଜ , ଯୁଦ୍ଧ ଜାହାଜ ଓ ଅନ୍ୟାନ୍ୟ  ଶକ୍ତିଶାଳୀ ପ୍ରତିରକ୍ଷା  ଉପକରଣ ଯୋଗାଉଛି । ଏନେଇ ଭାରତୀୟ  ସେନାର ଚିନ୍ତା ପ୍ରକାଶ ପାଇଛି ।  ସମସ୍ତ ପ୍ରକାର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି । ଭାରତୀୟ ନୌସେନା ମୁଖ୍ୟଙ୍କ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking