36.1 C
Bhubaneswar
Saturday, May 18, 2024
Homeଅପରାଧପାଠକ ଙ୍କ ବାପା ପୁଅଙ୍କ ନାଁରେ ଚାର୍ଜ ସିଟ

ପାଠକ ଙ୍କ ବାପା ପୁଅଙ୍କ ନାଁରେ ଚାର୍ଜ ସିଟ

ଭୁବନେଶ୍ୱର : ପୂର୍ବତନ ଆଇଏଫ୍ଏସ ଅଭୟ ପାଠକ ଓ ପୁଅ ଆକାଶ ନାଁରେ ଚାର୍ଜସିଟ ଦାଖଲ | ଚାର୍ଜସିଟ ଦାଖଲ ନେଇ ଭିଜିଲାନ୍ସ ସେଲ ଏସପିଙ୍କ ସୂଚନା | ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ | ୧୪ କୋଟି ୨୫ ଲକ୍ଷ ୪୬ ହଜାର ୯୦୧ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି |

ଆଖି ବୁଜିଲେ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking