17.1 C
Bhubaneswar
Sunday, January 5, 2025
Homeଓଡିଶାସିଜରିଆନ ଡେଲିଭରି: ଅଡିଟ୍ ପାଇଁ ଚିଠି

ସିଜରିଆନ ଡେଲିଭରି: ଅଡିଟ୍ ପାଇଁ ଚିଠି

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ବୃଦ୍ଧି ପାଉଛି ସିଜରିଆନ ଡେଲିଭରି । ଏ ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅଡିଟ୍ ପାଇଁ ସମସ୍ତ ସିଡିଏମ୍‌ଙ୍କୁ ଚିଠି ଲେଖିଲେ । ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ଘରୋଇ ହସ୍ପିଟାଲ ନିୟମ ମାନୁଛନ୍ତି ନା ନାହିଁ ଅଡିଟ ହେବ । ଏ ନେଇ ମେ ୧ରୁ ଆରମ୍ଭ ହେବ ଅଡିଟ୍ ପ୍ରକିୟା । ଯଦି ସିଜରିଆନ ଡେଲିଭରି ହେଉଛି, କାରଣ କହିବେ । ଏଡିଏମ୍‌ଓ,ସିଡିଏଓଙ୍କୁ ରିପୋର୍ଟ ଦେବେ ଘରୋଇ ହସ୍ପିଟାଲ । ଅଡିଟ୍ ପାଇଁ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

ମଧ୍ୟାହ୍ନ ଭୋଜନ ପରେ ପ୍ରତି ଲୋକ କାହିଁକି ବିଶ୍ରାମ ନେବାକୁ ଆଗ୍ରହ କରନ୍ତି , ଏଭଳି ସମସ୍ୟା ପଛରେ କଣ ରହିଛି ବୈଜ୍ଞାନିକ କାରଣ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking