ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ରୋଡ ଠାରେ ଉତ୍କଳ ଦିବସ ସମାରୋହ ସମିତି, ବ୍ୟାସନଗର ପକ୍ଷରୁ ରୟାଲ କଳିଙ୍ଗ ସଭା ଗୃହ ରେ ଉତ୍କଳ ଦିବସ ଅନୁଷ୍ଠିତ ହୋଇ ଥିଲା l ଏହି ଉତ୍ସବ ରେ ମୁଖ୍ୟ ଵ୍ୟକ୍ତା ଭାବ ରେ ବ୍ୟଙ୍କ କବି ସ୍ତମ୍ଭ କାର ଜ୍ଞାନ ହୋତା ଯୋଗ ଦେଇ ଓଡିଶା ସାହିତ୍ୟ ଭାଷା ରେ ଇଂରାଜୀ ଭାଷା ପଶି ଯାଇ ଥିବାରୁ ତାହା ଶୁଭ ଙ୍କର ନୁହେଁ l ମାତୃଭାଷା କୁ ପ୍ରଧାନ ଦେବା ସହ ଆମେ ଓଡିଶା ଆମର କଳା ସାହିତ୍ୟ ସଂକୃତ ସାହିତ୍ୟ ନେଇ ଗର୍ଵ କରିବା ପାଇଁ ଆୱାନ ଦେଇ ଥିଲେ l ମୁଖ୍ୟ ଅଥିଥି ଭାବ ରେ ପ୍ରାକ୍ତନ ଶାସନ ସଚିବ ଡ଼ ଅଲେଖ ଚନ୍ଦ୍ର ପଡିଆରୀ ଓଡ଼ିଆ ଙ୍କ ବିରତ୍ୱ ଗୌରବ ବାଣିଜ୍ୟ ସମ୍ପର୍କ ରେ ଅଲଲୋକ ପାତ କରି ଥିଲେ l ପୌର ଅଧ୍ୟକ୍ଷା ଉତ୍ସବ କୁ ଉଦୁ ଘାଟକ କରି ଥିଲେ l ସମିତି ର ଉପ ଦେଷ୍ଟା ହେମନ୍ତ କୁମାର ସାହୁ ଉତ୍କଳ ଦିବସ ର ପାଳନ ଉଦେଶ୍ୟ ସମ୍ପର୍କ ରେ ଅଭିଭାଷଣ ରଖି ଥିଲେ l ଉତ୍କ ଉତ୍ସବ ସମାରୋହ ସମିତି ର ସଭାପତି ଡ଼ ଦୃଷ୍ମନ୍ତ କୁମାର ନାୟକ ଅଧ୍ୟକ୍ଷତା କରି ଥିଲେ ସମ୍ପାଧିକା ବ୍ରଜେଶ୍ବରୀ ସିଂହ ସମ୍ପାଦିକ ବିବରଣୀ ପାଠ କରି ଥିଲେ l ଡ଼ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଅଥିଥି ମାନଙ୍କ ପରିଚୟ ଦେଇ ଥିଲେ l ଜ୍ଞାନ ରଞ୍ଜନ ରାଉତ ଅଶ୍ୱିନୀ କୁମାର ଦାସ ପ୍ରମୁଖ ସହଯୋଗ କରି ଥିଲେ ଏହି ଅବସରରେ ବକୃତା ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନଂକୁ ସମ୍ୱର୍ଦ୍ଧିତ କରା ଯାଇ ଥିଲା l