31.1 C
Bhubaneswar
Tuesday, March 17, 2026
Homeଓଡିଶାକାର - ଅଟୋ ଧକ୍କା  : ୨ ମୃତ

କାର – ଅଟୋ ଧକ୍କା  : ୨ ମୃତ

ବାରିପଦା : କାର ଓ ଅଟୋ ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଅଟୋରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସଦର ଥାନା ମଞ୍ଚାବନ୍ଧା ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଦେଖାଦେଇଛି । ସ୍ଥିତି ଅଣାୟତ୍ତ ହୋଇପଡିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking