21.1 C
Bhubaneswar
Saturday, November 28, 2026
Homeଓଡିଶାନୂଆ ବର୍ଷ ଦେଖିବନି ଗଞ୍ଜେଇ ଚାଷ: ଡିଜିପି

ନୂଆ ବର୍ଷ ଦେଖିବନି ଗଞ୍ଜେଇ ଚାଷ: ଡିଜିପି

ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ସବୁ ଗଞ୍ଜେଇ ଚାଷ ନଷ୍ଟ କରାଯିବ । ଏନେଇ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ବିନୟତୋଷ ମିଶ୍ର । ଏବେ ସୁଦ୍ଧା ୧୭ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଗଞ୍ଜେଇ ଚାଷ ନେଇ ୬ ଜିଲ୍ଲାକୁ ଫୋକସରେ ରଖାଯାଇଛି । ଚଳିତବର୍ଷ ଗଞ୍ଜେଇ ନଷ୍ଟ ନେଇ ସରପଞ୍ଚକୁ ସାମିଲ କରାଯାଇଛି । କୃଷି ଓ ଜଙ୍ଗଲ ବିଭାଗ ଅଧିକାରୀ ଅପରେସନରେ ସାମିଲ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking