ନୂଆଦିଲ୍ଲୀ: ୪ ରେଲୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ୧୮ ହଜାର ୬୫୮ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମହାରାଷ୍ଟ୍ର , ଛତିଶଗଡ, ଓଡିଶାର ୧୫ ଜିଲ୍ଲାକୁ କଭର କରିବ । ସମ୍ବଲପୁର – ଜରପଡା ତୃତୀୟ ଓ ଚତୁର୍ଥ ଲାଇନ କାମ ପ୍ରକଳ୍ପ । ଝାରସୁଗୁଡା – ଶାସନ ତୃତୀୟ ଓ ଚତୁର୍ଥ ଲାଇନ କାମ ପ୍ରକଳ୍ପ । ୨୦୩୦ -୩୧ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ କହିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।