ବାରିପଦା: ଭାରସାମ୍ୟ ହରାଇ ଓଲଟିଲା ବସ୍ ଫଳରେ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଓଲଟିଲା ବସ୍ । ଆହାତମାନଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ବାଲେଶ୍ୱରର ଚନ୍ଦନେଶ୍ୱରରୁ ବାରିପଦା ଆସୁଥିଲା ।