27.8 C
Bhubaneswar
Tuesday, July 9, 2024
Homeଓଡିଶାଟ୍ରକକୁ ପିଟିଲା ବସ୍‌:୧୦ ଆହାତ

ଟ୍ରକକୁ ପିଟିଲା ବସ୍‌:୧୦ ଆହାତ

ଭୁବନେଶ୍ୱର:ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ୍ ୧୦ ଆହାତ । ଏନ୍‌ଏଚ୍ ୪୯ ବାଙ୍ଗିରିପୋଷି ଘାଟି ନିକଟରେ ଦୁର୍ଘଟଣା । ରାଇରଙ୍ଗପୁରରୁ ୫୦ ଯାତ୍ରୀଙ୍କୁ ନେଇ ବାରିପଦା ଆସୁଥିଲା ବସ୍ । ୧୦ ଆହାତଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ସାଇକେଲରେ ସାରା ଭାରତ ଯାତ୍ରା, ୧୦ ହଜାର କିମି ଯାତ୍ରା ସାରି ପୁରୀରେ ପହଞ୍ଚିଲେ ଆଶା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking