33.1 C
Bhubaneswar
Friday, April 3, 2026
Homeଦେଶ ବିଦେଶବଜେଟ୍: କେଉଁ ବିଭାଗକୁ ମିଳିଲା କେତେ ଟଙ୍କା?

ବଜେଟ୍: କେଉଁ ବିଭାଗକୁ ମିଳିଲା କେତେ ଟଙ୍କା?

ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି ।

ପ୍ରତିରକ୍ଷା – ୪,୯୧,୭୩୨ କୋଟି
ଗ୍ରାମୀଣ ବିକାଶ – ୨,୬୬,୮୧୭ କୋଟି
ଗୃହ ମନ୍ତ୍ରାଳୟ – ୨,୩୩,୨୧୧ କୋଟି
କୃଷି – ୧,୭୧,୪୩୭ କୋଟି
ଶିକ୍ଷା – ୧,୨୮,୬୫୦ କୋଟି
ସ୍ୱାସ୍ଥ୍ୟ – ୯୮,୩୧୧ କୋଟି
ନଗର ଉନ୍ନୟନ – ୯୬,୭୭୭ କୋଟି
ସୂଚନା ଓ ପ୍ରଯୁକ୍ତିବିଦ୍ୟା – ୯୫,୨୯୮ କୋଟି
ଶକ୍ତି – ୮୧,୧୭୪ କୋଟି
ବାଣିଜ୍ୟ ଓ ଉଦ୍ୟୋଗ – ୬୫,୫୫୩ କୋଟି
ସମାଜ କଲ୍ୟାଣ – ୬୦,୦୫୨ କୋଟି
ବୈଜ୍ଞାନିକ ବିଭାଗ – ୫୫,୬୭୯ କୋଟି

ଚଳିତ ବଜେଟରେ ବିହାରକୁ ଫୋକସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking