ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୫-୨୬ ଭାଷଣ ସମୟରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର ପାଇଁ ଅନେକ ଯୋଜନା ଘୋଷଣା କରିଛନ୍ତି । ଏହି ବର୍ଷ ନଭେମ୍ବରରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ଏଠାରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ୍) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ଶାସନ କରୁଛନ୍ତି । ୨୪୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୭୪ ଏବଂ ଜେଡି(ୟୁ) ୪୩ ଆସନ ପାଇଛି । ବିହାରର ମୁଖ୍ୟ ବିରୋଧୀ ଦଳ … Continue reading ଚଳିତ ବଜେଟରେ ବିହାରକୁ ଫୋକସ
Copy and paste this URL into your WordPress site to embed
Copy and paste this code into your site to embed