21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବଜେଟ : କେଉଁ ବିଭାଗକୁ କେତେ ଟଙ୍କା  ମିଳିଛି ଜାଣନ୍ତୁ..

ବଜେଟ : କେଉଁ ବିଭାଗକୁ କେତେ ଟଙ୍କା  ମିଳିଛି ଜାଣନ୍ତୁ..

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୩.୦ ରେ ଆସିବ ପ୍ରଥମ ବଜେଟ । ଦିନ ୧୧ ଟା ବେଳେ ସଂସଦରେ  କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ  ୨୦୨୫ -୨୬  ଆର୍ଥିକ ବର୍ଷ ପାଇଁ   ଲଗାତାର ଅଷ୍ଟମ ଥର ପାଇଁ ବଜେଟ  ଉପସ୍ଥାପନା କରିଛନ୍ତି  । ବଜେଟ ଉସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି  କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ  । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ମିଳିଛି ।  ଅମିତ ଶାହ , ରାଜନାଥ ସିଂ ଉପସ୍ଥିତ ଅଛନ୍ତି । ତେବେ ମୋଦୀ ୩.୦ରେ  କେଉଁ ବିଭାଗକୁ କେତେ ଟଙ୍କା ମିଳିଛି ଆସନ୍ତୁ ଜାଣିବା ..

ଶିକ୍ଷା – ୧,୨୮,୬୫୦ କୋଟି

ସ୍ୱାସ୍ଥ୍ୟ  – ୯୮,୩୧୧ କୋଟି

କୃଷି  – ୧,୭୧,୪୩୭ କୋଟି

ନଗର ଉନ୍ନୟନ – ୯୬,୭୭୭ କୋଟି

ପ୍ରତିରକ୍ଷା – ୪,୯୧,୭୩୨ କୋଟି

ଗ୍ରାମୀଣ ବିକାଶ  – ୨,୬୬,୮୧୭ କୋଟି

ଗୃହ ମନ୍ତ୍ରାଳୟ – ୨,୩୩,୨୧୧ କୋଟି

ସୂଚନା ଓ ପ୍ରଯୁକ୍ତିବିଦ୍ୟା – ୯୫,୨୯୮ କୋଟି

ଶକ୍ତି – ୮୧,୧୭୪ କୋଟି

ବାଣିଜ୍ୟ ଓ ଉଦ୍ୟୋଗ – ୬୫,୫୫୩ କୋଟି

ସମାଜ କଲ୍ୟାଣ – ୬୦,୦୫୨ କୋଟି

ବୈଜ୍ଞାନିକ ବିଭାଗ – ୫୫,୬୭୯ କୋଟି

ବଜେଟ: କେୱାଇସି  ପ୍ରକ୍ରିୟା ସରଳ ହେବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking