ବଜେଟ: କେୱାଇସି  ପ୍ରକ୍ରିୟା ସରଳ ହେବ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୩.୦ ରେ ଆସିବ ପ୍ରଥମ ବଜେଟ । ଦିନ ୧୧ ଟା ବେଳେ ସଂସଦରେ  କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ  ୨୦୨୫ -୨୬  ଆର୍ଥିକ ବର୍ଷ ପାଇଁ   ଲଗାତାର ଅଷ୍ଟମ ଥର ପାଇଁ ବଜେଟ  ଉପସ୍ଥାପନା କରିଛନ୍ତି  । ବଜେଟ ଉସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି  କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ  । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ମିଳିଛି ।  ଅମିତ ଶାହ , ରାଜନାଥ ସିଂ ଉପସ୍ଥିତ … Continue reading ବଜେଟ: କେୱାଇସି  ପ୍ରକ୍ରିୟା ସରଳ ହେବ