27.1 C
Bhubaneswar
Saturday, October 19, 2024
Homeଓଡିଶାବିଏସକେୱାଇ କେଳେଙ୍କାରୀ: ନର୍ସିଂହୋମରେ ରେଡ୍‌

ବିଏସକେୱାଇ କେଳେଙ୍କାରୀ: ନର୍ସିଂହୋମରେ ରେଡ୍‌

କଟକ: କଟକର ଏକ ଘରୋଇ ନର୍ସିଂହୋମରେ ସିଏମସି ରେଡ୍ ଲାଗିଥିବା ସୂଚନା । ବିଏସକେୱାଇ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ରେଡ୍ ହୋଇଛି । ନୂଆବଜାର ଗୋଶାଳା ନିକଟ ଏକ ଘରୋଇ ନର୍ସିଂହୋମରେ ରେଡ୍ ହୋଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପକ୍ଷରୁ ଚାଲିଛି ଚଢାଉ ।  ସିଏମସି ଡେପୁଟି କମିଶନରଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୋଟିଏ ନର୍ସିଂହୋମରେ ଚିକିତ୍ସା ଓ ଅନ୍ୟଟିରେ ଟଙ୍କା ଉଠାଣ ଅଭିଯୋଗ ।

ବିଶ୍ୱ ମାନଚିତ୍ରରୁ ଖୁବ ଶୀଘ୍ର ଅଦୃଶ୍ୟ ହୋଇଯିବ ଏହି ଦେଶ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking