28.1 C
Bhubaneswar
Saturday, July 27, 2024
Homeଅପରାଧଯୁବକଙ୍କୁ ନିର୍ମମ ହତ୍ୟା

ଯୁବକଙ୍କୁ ନିର୍ମମ ହତ୍ୟା

ସୋରଡ଼ା: ଯୁବକଙ୍କୁ ନିର୍ମମ ହତ୍ୟା । ସୋରଡ଼ା ବଡ଼ଗଡ଼ ଥାନା ପ୍ରତାପୁର ଗାଁ ନିକଟରେ ଥିବା ଚତରା ବନ୍ଦ ନାଳରେ ପଡିଛି ଯୁବକଙ୍କ ମୃତଦେହ । ମୃତକ ଜଗନ୍ନାଥପୁର ଶାସନ ଗାଁର ନୀଲୁ ବିଷୋୟୀ । ନୀଲୁଙ୍କୁ ତାଙ୍କ ବଡଭାଇ ଟୁଲୁ ବିଷୋୟୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନୀଲୁଙ୍କ ଶଳା ଦୀପକ ନାୟକ । ଗତକାଲି ସଂଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ବିଦ୍ୟୁତ୍ ତାର ନେଲା ୨ ଶିଶୁଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking