30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ | ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଲେ ସୁନକ | ଦିଲ୍ଲୀ ବିମାନ ବନ୍ଦରରେ ସୁନକଙ୍କୁ ଭବ୍ୟ ସ୍ୱାଗତ | ବ୍ରିଟେନ ପ୍ରଧାନମନ୍ତ୍ରୀ ହେବ ପରେ ପ୍ରଥମ ଥର ଭାରତ ଆସିଲେ ସୁନକ | ସନ୍ଧ୍ୟାରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ବାଇଡେନ |

ଜାଣନ୍ତୁ ଜି-୨୦ ସମ୍ମିଳନୀରେ କେଉଁ କେଉଁ ନେତାମାନେ ଯୋଗ ଦେଉଛନ୍ତି….

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking