30.1 C
Bhubaneswar
Saturday, September 21, 2024
Homeଓଡିଶାଇଟାଭାଟିରେ ଅଘଟଣ: ୨ ମୃତ

ଇଟାଭାଟିରେ ଅଘଟଣ: ୨ ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନୂଆଁଗଡ଼ ସ୍ଥିତ ଏସ୍‌ବିଆଇ ଚିମିନି ଇଟାଭାଟିରେ ପୋଡ଼ା ଇଟା କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ମୃତକ ଦ୍ୱୟ ହେଉଛନ୍ତି ଖୁଲୁଡ଼ି ଗ୍ରାମର ସୁଲଭ ଦୋରା (୬୦) ଓ ବଳଧିଆ ଗ୍ରାମର ସରସ୍ୱତୀ ପ୍ରଧାନ । ସୁଲଭଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସରସ୍ୱତୀଙ୍କର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ସଂପର୍କରେ ଖବର ପାଇ ପାଟପୁର ପୁଲିସ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଏହି ମାମଲାର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking